""
ଓଡିଶା Videos ପିଲା ନାହାନ୍ତି... ଖୋଲୁଛି ସ୍କୁଲ, ପଢ଼ୁଛି କିଏ ? ସବୁ ବଦଳିଲା... ହେଲେ ବଦଳିଲାନି ଶିକ୍ଷା ବ୍ୟବସ୍ଥା । ସ୍କୁଲ ଅଛି ହେଲେ ଏଠାରେ ନାହାନ୍ତି ପିଲା । ଏ ଦୃଶ୍ୟ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକରେ ଥିବା ମରମା ପଂଚାୟତର । ଏଠାରେ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ବିଦ୍ୟାଳୟକୁ ମିଶାଇ ମୋଟ୍୯ଟି ସ୍କୁଲ ରହିଛି । 17 Oct 2024 12:32 ISTPallipuspa Samal Follow UsSpecial StoryAdvertisment Read More Special Story