""
ଓଡିଶା Videos ପଞ୍ଜାବରେ ଚମକିଲା ଓଡ଼ିଆ ପୁଅ ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । 09 Sep 2024 10:53 ISTPallipuspa Samal Follow UsOdisha Boy Shines in PunjabAdvertisment Read More Special Story