Advertisment

ଲୁହ ହେଉଛି ହଂସୁଆ ନଦୀ

ଦୁଃଖ ଦେଉଛି ହଂସୁଆ ନଦୀ । ଛଡ଼ାଇ ନେଉଛି ଚାଷୀର ପରିଶ୍ରମ । ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ହଂସୁଆ ନଦୀ ଚାଷୀଙ୍କ ଦୁଃଖ ପାଲଟିଛି । ପ୍ରବଳ ବର୍ଷା ହେବା ଫଳରେ ନଦୀରେ ଜଳ ନିଷ୍କାସନ ହୋଇ ନପାରିବାରୁ ଶହ ଶହ ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ