""
ଓଡିଶା Videos କୁଆଡେ ଗଲୁଲୋ ମୋ ସୁଭଦ୍ରା କାନ୍ଦି କାନ୍ଦି ଲୋଟି ପଡୁଛି ମାଆ। ଭାତ ଗୁଣ୍ଡାଏ ମଧ୍ୟ ପାଟିରେ ଦେଉନାହିଁ। ଝିଅର ଫଟୋଟିକୁ ହାତରେ ଧରି ଦିନ ରାତି କଇଁ କଇଁ ହୋଇ କାନ୍ଦୁଛି। ପରିବାର ମଧ୍ୟ ସମାନ ଅବସ୍ଥା। କାରଣ ତାଙ୍କର ଗୋଟିଏ ବୋଲି ଅଲିଅଳୀ ଛିଅ ନିଖୋଜ ହୋଇ ଯାଇଛି । 08 Nov 2024 09:19 ISTPallipuspa Samal Follow UsFamily MournsAdvertisment Read More Special Story