Advertisment

କାଗଜ ଖଣ୍ଡରୁ କଳା ଠାକୁର

ପାଠ ପଢ଼ୁଛନ୍ତି ବିଟେକ୍‌... ହେଲେ ବାନ୍ଧି ଦେଇଛି କାଳିଆ ପ୍ରେମ । ଭଳିକି ଭଳି ସୁନ୍ଦର ସୁନ୍ଦର ଓ ଛୋଟ ବଡ଼ ଜଗନ୍ନାଥ ମୂର୍ତ୍ତି ତିଆରି ଏବେ ବେଶ୍‌ ଚର୍ଚ୍ଚାରେ ଶୁଭମ । ଅଦରକାରୀ ପୁରୁଣା ନିୟୁଜ ପେପର ଖଣ୍ଡକୁ ନେଇ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ପ୍ରତିମୂର୍ତ୍ତି ତିଆରି କରି ତା’କୁ ଜୀବନ୍ତ ରୂପ ଦେଉଛନ୍ତି ।

Lord Jagannath Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ