ଅଣ୍ଟା ଭାଙ୍ଗି ପଡ଼ିଲାଣି... ଚମ ବି ଧୁଡ଼ୁଧୁଡ଼ୁ ହୋଇଗଲାଣି । ବୟସ ସିନା ୮୦ ଛୁଇଁଲାଣି ତଥାପି ଏ ବୃଦ୍ଧା ସରକାରୀ ସହାୟତାରୁ ବଞ୍ଚିତ । ଘର ଦେଖି ଆପଣ ସବୁକଥା ବେଶ୍ ବୁଝିପାରୁଥିବେ ।