Advertisment

Prashant Satpathy's Last Rites: ପ୍ରଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲା ୮ ବର୍ଷର ପୁଅ

ଶୋକାକୂଳ ପରିବେଶରେ ପଞ୍ଚଭୂତରେ ବିଲୀନ ହେଲେ ପ୍ରଶାନ୍ତ ଶତପଥି । ଗାଁ ମଶାଣୀରେ ସମ୍ପନ୍ନ ହେଲା ଶେଷକୃତ୍ୟ । ବାପା ପ୍ରଶାନ୍ତଙ୍କୁ ମୁଖାଗ୍ନି ଦେଲେ ୮ ବର୍ଷର କୁନି ପୁଅ।

Advertisment

ଜମ୍ମୁ-କଶ୍ମୀର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ବାଲେଶ୍ବରର ପ୍ରଶାନ୍ତ କୁମାର ଶତପଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶୋକାକୂଳ ପରିବେଶନରେ ଗାଁ ମଶାଣୀରେ ଅନ୍ତିମ ସଂସ୍କାର କରାଯାଇଛି । ଲୁହ ଭିଜା ଆଖିରେ ବାପାଙ୍କୁ ମୁଖାଗ୍ନି ଦେଇଛନ୍ତି ୮ ବର୍ଷର କୁନି ପୁଅ । ସ୍ତ୍ରୀ ଓ ପୁଅ ସହ ପହଲଗାମ୍ ବୁଲିବାକୁ ଯାଇଥିବାବେଳେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ପ୍ରଶାନ୍ତ ।

Advertisment
Terror Attack In Kashmir Jammu Kashmir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ