By: Manoranjan Behera
Last updated: 20 June 2024, 09:23 PM IST
ପରିବାର ଦର ଏବେ ଆକାଶ ଛୁଆଁ। ପୋଟଳ କୁହନ୍ତୁ କି ପିଆଜ, ଟମାଟୋ ହେଉ କି ବାଇଗଣ, ଏମିତି କୌଣସି ପରିବା ନାହିଁ, ଯାହାର ଦାମ୍ କିଲୋ ପିଛା ୫୦ ତଳେ।