By: Sonali Ojha
Last updated: 26 June 2024, 01:58 PM IST
ହୁ ହୁ ବଢୁଛି ପରିବା ଦର । ଆଳୁ, ପିଆଜ ଠାରୁ ଆରମ୍ଭ କରି କଞ୍ଚା ପନିପରିବାରେ ହାତ ମାରି ହେଉନାହିଁ। ୫୦୦ ଟଙ୍କାରେ ପରିବା କିଣିଲେ ବ୍ୟାଗ୍ ଭର୍ତ୍ତି ହେଉନି ।