Advertisment

ମଧ୍ୟାହ୍ନ ଭୋଜନ ଉପରେ ପରିବା ମାଡ

ବଜାରରେ ପନିପରିବା ଆକାଶ ଛୁଆଁ । ଯାହାର ସିଧାସଳଖ ପ୍ରଭାବ ପଡିଛି ପିଲାଙ୍କ ଉପରେ । ବଜାରରେ କୌଣସି ପରିବା ଦର ୬୦ ଟଙ୍କା ତଳକୁ ନଥିବା ବେଳେ ଟମାଟୋ ସେନଚୁରି ମାରିଛି । ଯେଉଁଥିପାଇଁ ମଧ୍ୟାହ୍ନ ଭୋଜନରୁ ବିଲାତି ଏକ ପ୍ରକାର ଗାଏବ ହୋଇଯାଇଛି। ସ୍କୁଲ କ‌ର୍ତ୍ତୃପକ୍ଷ କହିଛନ୍ତି, ହାତରୁ ଦେଇ ଏବେ ମଧ୍ୟାହ୍ନ ଭୋଜନ ଚଳାଇବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ