Advertisment
Protest: ତାତିଲେ ହସ୍ପିଟାଲରେ ତାଲା ପକାଇଲେ
କାଲିର ଉତ୍ତେଜନା ପରେ ଆଜି ସିକ୍ୟୁରିଟି ଗାର୍ଡଙ୍କ ଆନ୍ଦୋଳନ। କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡ ଆଜି ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି। ଗତକାଲି କ୍ୟାପିଟଲ ହସ୍ପିଟାଲରେ ୧୩ ମାସର ଶିଶୁ ପୁତ୍ରର ମୃତ୍ୟୁ ପରେ ରଣକ୍ଷେତ୍ର ପାଲଟିଥିଲା ହସ୍ପିଟାଲ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us