Advertisment

ଭୋଟ୍ ହାତେଇବାକୁ ଏୟାରଷ୍ଟ୍ରିପକୁ ଦିଆଯାଇଥିଲା ଏୟାରପୋର୍ଟର ରଙ୍ଗ

ଉଦଘାଟନ ଦିନ ମାଲକାନଗିରି ବିମାନବନ୍ଦରକୁ ନେଇ ଯାହା ଆଶଙ୍କା କରାଯାଉଥିଲା, ତାହା ସତ ପ୍ରମାଣିତ ହୋଇଛି । ମାଲକାନଗିରିରେ ବାସ୍ତବରେ କ’ଣ ଉଦଘାଟନ ହୋଇଥିଲା, ଏୟାରପୋର୍ଟ ନା ଏୟାରଷ୍ଟ୍ରିପ୍ ?

Advertisment

୯ଜାନୁଆରୀ ୨୦୨୪। ସାଧାରଣ ନିର୍ବାଚନର କିଛି ମାସ ପୂର୍ବରୁ ତତକାଳୀନ ବିଜେଡି ସରକାର ଦ୍ବାରା ମାଲକାନଗିରିରେ ଉଦଘାଟିତ ହୋଇଥିଲା ବିମାନ ବନ୍ଦର। ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଥିଲେ। ହେଲେ ଏବେ ସୂଚନା ଅଧିକାର ଆଇନ ବଳରେ DGCAଠାରୁ ମିଳିଥିବା ତଥ୍ୟ କହୁଛି, ମାଲକାନଗିରି ବିମାନବନ୍ଦର ପାଇଁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପାଖରେ କୌଣସି ଆବେଦନ ହିଁ ହୋଇନି ।

Advertisment
Naveen Patnaik DGCA Airport
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ