Advertisment

Bhubaneswar: ରାଜଧାନୀରେ ବଢୁଛି ନିଶାଡ଼ିଙ୍କ ଦୌରତ୍ମ୍ୟ

ନିଶାରେ ବୁଡ଼ିଛି ରାଜଧାନୀ। ଭୁବନେଶ୍ବରର ଗଳିକନ୍ଦି ଓ ଚା' ଖଟିରେ ଚାଲିଛି ନିଶାସେବନ । ଖୋଲା ଖୋଲି ଉଡୁଛି ଗଞ୍ଜେଇ ଧୂଆଁ। ଧଳାଜହର ଖାଇ ପାଲଟି ଯାଉଛନ୍ତି ନିଶାଡି।

Advertisment

ରାଜଧାନୀ ଭୁବନେଶ୍ବରରେ ବଢୁଛି ନିଶାଡ଼ିଙ୍କ ଦୌରତ୍ମ୍ୟ। ରାସ୍ତାଘାଟ, ଗଳିକନ୍ଦି, ଚା' ଦୋକାନରେ ଖୁଲମଖୁଲା ଚାଲିଛି ନିଶା ସେବନ । ନା କାହାକୁ ଭୟ, ନା ପୋଲିସକୁ ଡର । କମିଶନରେଟ୍ ପୋଲିସ ଯେତେ ଶକ୍ତ ହେଉଛି, ସେହି ତୁଳନାରେ ନିର୍ଭୟରେ ନିଶା ସେବନ କରୁଛନ୍ତି ନିଶାଡ଼ି । ଏଥିପାଇଁ ରାଜଧାନୀରେ ଅନେକ କ୍ରାଇମ୍ ମଧ୍ୟ ଘଟୁଛି । ଏହାକୁ ନେଇ ଚିନ୍ତାରେ ରାଜାଧାନୀବାସୀ । ଏଥିପ୍ରତି ପୋଲିସକୁ ଅଧିକ କଠୋର ହେବା ଆବଶ୍ୟକ ହୋଇପଡ଼ିଛି । 

Advertisment
Bhubaneswar Odisha Brown Sugar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ