Advertisment

ଚର୍ଚ୍ଚାରେ ଗାଦିମଡ଼ା ଇଞ୍ଜିନିୟର

ବିଜେଡି ସରକାରରେ କେବଳ ଆଇଏଏସ୍ କିମ୍ବା ଓଏଏସ ଅଧିକାରୀ ଗାଦି ମାଡ଼ି ବସିଥିଲେ ତାହା ନୁହଁ । ବହୁ ବଡବଡିଆ ଇଞ୍ଜିନିୟର ମଧ୍ୟ ନିର୍ଦ୍ଦିଷ୍ଟ ଅଫିସରେ ଗେହ୍ଲା ପୁଅ ସାଜି କାମ କରୁଛନ୍ତି । ଅଧିକାଂଶ ଅଫିସର ଅବସର ନେଲା ପରେ ପୁନଃନିଯୁକ୍ତି ପାଇଥିବା ବେଳେ ଆଉ କେତେକ ତ ଏକାଧିକ ପଦବୀରେ ରହିଛନ୍ତି ।

BJD Odisha Govt
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ