Advertisment
ବୌଦ୍ଧରେ ପୁଣି ଏକ ଦାନ ମାଝୀ ଘଟଣାର ପୁନରାବୃତ୍ତି। ମହାପ୍ରୟାଣ ଗାଡ଼ି ଆସିଲା ନାହିଁ, କାନ୍ଧରେ ବୁହାହେଲା ଶବ। ବାଉଁଶୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରୁ କରମା ପଦର ଗାଁକୁ ମୃତଦେହ ବୋହି ବୋହି ନେଲେ ସମ୍ପର୍କୀୟ। ଜାତୀୟ ରାଜପଥ ୫୭ରେ ଚାଲି ଚାଲି ସଂପର୍କୀୟ କାନ୍ଧରେ ଶବ ବୋହି ବୋହି ନେଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us