Advertisment

Flying Snake: ଉଦ୍ଧାର ହେଲା ଉଡ଼ନ୍ତା ସାପ

କୋରାପୁଟ ଜୟପୁରରେ ଉଡ଼ନ୍ତା ସାପ। ଆଜି ସକାଳେ ସ୍ଥାନୀୟ ଗୌଡ଼ ସାହିର ଜଣେ ବ୍ୟକ୍ତିଙ୍କ ଗାଧୁଆ ଘର ଭିତରେ ଗୋଟିଏ ବିରଳ ସାପ ଦେଖିବାକୁ ମିଳିଥିଲା। ପରେ ରେସ୍କ୍ୟୁ ଟିମକୁ ଡାକି ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ