Dowry Murder
Advertisment
ଗୋଟେ ମାଆ ଆଜି କୋହ ଉଠେଇ କାନ୍ଦୁଛି... ତା ଛାତି ଫାଟି ପଡ଼ୁଛି । କାହାକୁ ସେ କହିବ, ଆଉ କଣ ବା କହିବ... ଯାହା ସବୁ ଘଟି ଯାଇଛି ତାହା ଶୁଣିଲେ ଆପଣଙ୍କ ହୃଦୟ ବି ଫାଟି ପଡିବ । ନାତି ନାତୁଣୀ ହେବାର ଖୁସି ଖବର ଆସିବା ପୂର୍ବରୁ ଆସିଲା 9 ମାସର ଗର୍ଭବତୀ ଝିଅର ମୃତ୍ୟୁ ଖବର । ଦର୍ଶକ ବନ୍ଧୁ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ବାଲିସାହିପାଟଣା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us