Advertisment

ପୁଣି ଉପରମୁହାଁ ଆଳୁ ଦର

ଭୁବନେଶ୍ବର ୧ ନମ୍ବର ମାର୍କେଟରେ ଆଳୁ କିଲୋ ପିଛା ୩୫ ଟଙ୍କା ଲେଖାଥିବା ବେଳେ ଗ୍ରାହକଙ୍କଠାରୁ ୪୦ ଟଙ୍କା ନେଇଛନ୍ତି ବ୍ୟବସାୟୀ।

Advertisment

ପୁଣି ଉପରମୁହାଁ ଆଳୁ ଦର । ସପ୍ତାହକ ଭିତରେ ବଢିଲାଣି ୫ ଟଙ୍କା । କେବଳ ଆଳୁ ନୁହଁ, ତାଳ ଦେଇ ପିଆଜ ଦର ମଧ୍ୟ ବଢିଛି । ବାଲେଶ୍ୱର ନୂଆବଜାର ପରିବା ମାର୍କେଟରେ ଗତ ସପ୍ତାହ ଆଳୁ କିଲୋ ପ୍ରତି ୩୫ ଟଙ୍କା ଥିବା ବେଳେ ଆଜି ୪୦ ଟଙ୍କାରେ ବିକ୍ରି ହେଉଛି । ରାଉରକେଲା ମାର୍କେଟରେ ବି ସ୍ଥିତି ସମାନ । ଭୁବନେଶ୍ବର ୧ ନମ୍ବର ମାର୍କେଟରେ ଆଳୁ କିଲୋ ପିଛା ୩୫ ଟଙ୍କା ଲେଖାଥିବା ବେଳେ ଗ୍ରାହକଙ୍କଠାରୁ ୪୦ ଟଙ୍କା ନେଇଛନ୍ତି ବ୍ୟବସାୟୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ