crime
Advertisment
ପୁଣି ଗର୍ଜିଲା ପୋଲିସର ବନ୍ଧୁକ। ଫୁଟିଲା ଗୁଳି, ଘାଇଲା ହେଲେ ଦୁଇ ଅଭିଯୁକ୍ତ। ନାବାଳିକାଙ୍କୁ ଦୁଷ୍କର୍ମ ପରେ ଫେରାର ମାରିଥିଲେ ଏବେ ପୋଲିସ ପଞ୍ଝାରେ ପଡିଲେ। ବନ୍ଧୁକ ଛଡ଼ାଇ ଚମ୍ପଟ ମାରୁଥିବା ବେଳେ ଏନକାଉଣ୍ଟର କଲା ପୋଲିସ।