Ambulance
Advertisment
ରୋଗୀଙ୍କୁ ଜୀବନ ଦେଉଥିବା ଗାଡି ଏବେ ପୂରା ଡେଡ୍। ଦେଖନ୍ତୁ ଏହି ଆମ୍ବୁଲାନ୍ସ ଭିତରର ଦୃଶ୍ୟ। ପରିଷ୍କାର ପରିଚ୍ଛନ୍ନ ତ ଦୂରର କଥା କିଭଳି ଭଙ୍ଗା ଦଦରା ଅବସ୍ଥାରେ ରହିଛି। ବଞ୍ଚିବା ଭରସାରେ ଆମ୍ବୁଲାନ୍ସକୁ ଡାକିଥିଲେ ହେଲେ ତା’ପାଇଁ ହିଁ ଚାଲିଯାଇଛି ଜୀବନ।