Cot
Advertisment
ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଆମ୍ୱୁଲାନ୍ସକୁ ପହଞ୍ଚିବାକୁ ଖଟିଆରେ ବୁହା ହେଲେ ରୋଗୀ। ପାଖାପାଖି ଦେଢ କିଲୋମିଟର ରାସ୍ତା ଖଟିଆରେ ବୋହି ରୋଗୀଙ୍କୁ ଆଣିଲେ ସମ୍ପର୍କୀୟ। ନୀଳଗିରି ବ୍ଲକ୍ ସିଆଡିମାଳ ପଞ୍ଚାୟତ ଡେଉଁଚଖାଲ ଗାଁର ଘଟଣା।