Paradip Port
Advertisment
ପାରାଦୀପ ବନ୍ଦରକୁ ଚଳାଚଳ କରିବ କ୍ରୁଜ୍ ସିପ୍ ବା ଯାତ୍ରୀବାହୀ ଜାହାଜ। ଦେଶର ବିଭିନ୍ନ ବନ୍ଦର ଏବଂ ବିଦେଶରୁ ଆସିବେ ପର୍ଯ୍ୟଟକ। "ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ" ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଥିବା ନେଇ ସାଂସଦ ଦେଲେ ସୂଚନା।