jajpur
Advertisment
ଚକାଚକ୍ କୋଠା । ଭିତରେ ଅନ୍ଧାରୀ ବ୍ୟବସ୍ଥା । ସବୁଠି ତାଲା ଝୁଲୁଛି । ଦୁର୍ଘଟଣାରେ ଜୀବନ ଯାଉଛି । ହଟିଛି ବିଜେଡି ଶାସନ, ନୂଆ ସରକାର ବି ଆସିଛି । ଆଉ ମୋହନ ସରକାରକୁ ବିତିସାରିଛି ବର୍ଷେ । ହେଲେ ପରିସ୍ଥିତି ଯଥା ପୂର୍ବଂ ତଥା ପରଂ । ଏ ଚିତ୍ର ହେଉଛି ପାଣିକୋଇଲି ଟ୍ରମାକେୟାରର ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us