କାହିଁକି ସୂଚନା ଅଧିକାର ଆଇନ୍ ପରିସରକୁ ଆସୁନି କିଟ୍ ଏବଂ କିସ୍ ? ଦୁନିଆ ଆଖିରୁ ବର୍ଷ ବର୍ଷ ଧରି କିଟ୍ କେଳେଙ୍କାରୀର ଗୁମର ଲୁଚାଇବାକୁ କେଉଁମାନେ ସାଜୁଛନ୍ତି ସୁରକ୍ଷା ଢାଲ ? ଏସବୁର ପୋଲ୍ ଖୋଲି ଆଜି ପୂର୍ବତନ ଆଡଭୋକେଟ୍ ଜେନେରାଲ ଅଶୋକ ପରିଜାଙ୍କ ଭୂମିକାକୁ ସାମ୍ନାକୁ ଆଣିଛି ଓଡ଼ିଶା ସୂଚନା ଅଧିକାର ଅଭିଯାନ । କେବଳ ସେତିକି ନୁହେଁ, ଅଶୋକଙ୍କ ବିରୋଧରେ ଅଫିସ୍ ଅଫ୍ ପ୍ରଫିଟ୍ ର ସାଂଘାତିକ ଅଭିଯୋଗ ବି ଆଣିଛି ଓସା ।