Advertisment

ଗରିବ ବାପାର ପଢ଼ୁଆ ପିଲା

ଫୁଟୁଥିଲା ବାଣ, ବାଜୁଥିଲା ବାଜା । ଆଉ ଏଇମିତି ଡିଜେର ତାଳେତାଳେ ଝୁମୁଥିଲେ ଛାତ୍ରଛାତ୍ରୀ । କାରଣ ଚଳିତ ବର୍ଷ ଯୁକ୍ତଦୁଇ ପରୀକ୍ଷାରେ ମୋଟ ପାସ କରିଛନ୍ତି ୮୨.୭୭ ପ୍ରତିଶତ ଛାତ୍ରଛାତ୍ରୀ । ତେଣୁ ପିଲାମାନଙ୍କର ସଫଳତାକୁ ନେଇ ଯାଜପୁରରେ ଦେଖିବାକୁ ମିଳିଥିଲା କିଛି ଏପରି ମାହୋଲ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ