Advertisment

ବଢ଼ୁଛି ସଂକ୍ରମଣ, ନେଉଛି ମୁଣ୍ଡ

ପୁଣି ହେବ କି ଲକ୍‌ଡାଉନ୍‌। ବଢ଼ିଲାଣି ଭୟ, ପଶିଲାଣି ଛନକା। କରାଳ ରୂପ ଧରି ମାଡ଼ିଲାଣି କରୋନା। ଚିନ୍ତା ବଢ଼ାଇଲାଣି ଭୂତାଣୁ। ଜଣଙ୍କ ପରେ ଜଣଙ୍କୁ କରିଲାଣି ଆଟାକ୍‌।

Advertisment

ପୁଣି ହେବ କି ଲକ୍‌ଡାଉନ୍‌। ବଢ଼ିଲାଣି ଭୟ, ପଶିଲାଣି ଛନକା। କରାଳ ରୂପ ଧରି ମାଡ଼ିଲାଣି କରୋନା। ଚିନ୍ତା ବଢ଼ାଇଲାଣି ଭୂତାଣୁ। ଜଣଙ୍କ ପରେ ଜଣଙ୍କୁ କରିଲାଣି ଆଟାକ୍‌। ଆଖି ପିଛୁଳାକେ ବଢ଼ି ଚାଲିଛି ପଜିଟିଭ ସଂଖ୍ୟା। ଖାଲି ସେତିକି ନୁହେଁ ଜଣଙ୍କ ପରେ ଜଣଙ୍କ ମୁଣ୍ଡ ବି ନେଲାଣି ଭାଇରସ। ରାଜ୍ୟରେ ଚଳିତ ବର୍ଷର ପ୍ରଥମ କୋଭିଡ୍‌ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି।

Advertisment
Free COVID Vaccine Coroanvirus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ