Advertisment

ଅସ୍ଥିର ବାଂଲାଦେଶ... ଆଲର୍ଟରେ ଓଡ଼ିଶା

ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।

Advertisment

ଅସ୍ଥିର ବାଂଲାଦେଶ... ଆଲର୍ଟରେ ଓଡ଼ିଶା । ସମୁଦ୍ରରେ କଡ଼ା ପହରା... ପାଟ୍ରୋଲିଂ ବୋଟ୍‌ର ଘନ ଘନ ପଇଁତରା । ତନାଘନା ଓ ପଚରାଉଚରା । ଜଳପଥରେ ସନ୍ଦିଗ୍ଧ ଗତିବିଧି ଓ ଅନୁପ୍ରବେଶ ଉଦ୍ୟମ ଉପରେ କଡ଼ା ନଜର ରଖିଛନ୍ତି ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ୍ । ବାଂଲାଦେଶର ରାଜନୈତିକ ହିଂସା ଲାଗିରହିଥିବା ବେଳେ, ଭାରତ ଭିତରକୁ ଅବୈଧ ଅନୁପ୍ରବେଶ ବଢ଼ିପାରେ । ଅତ୍ୟାଚାର ଭୟରେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଶେଖ୍ ହାସିନାଙ୍କ ଆୱାମୀ ଲିଗ୍ ନେତା ଓ ସମର୍ଥକଙ୍କ ସହିତ; ଅପରାଧୀ ଓ ଅସାମାଜିକ ତତ୍ତ୍ବ ବି ଜଳସୀମା ଡେଇଁବାର ଆଶଙ୍କା ରହିଛି।

Advertisment
Bangladesh Protest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ