By: Sujit kumar Swain
Last updated: 29 June 2024, 09:28 PM IST
ହଟିଲା ୨ ବର୍ଷର ପ୍ରତିବନ୍ଧକ । ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଆସିବାର ୪ ମାସ ପରେ ଆରମ୍ଭ ହୋଇଛି ଆପାର୍ଟମେଣ୍ଟ ପଞ୍ଜୀକରଣ । ଦେଶରେ ପ୍ରଥମ ରାଜ୍ୟଭାବେ ଆପାର୍ଟମେଣ୍ଟ ଜମିର ବି ମାଲିକ ବନିଲେ ବାସଗୃହ କ୍ରେତା ।