Advertisment

ମୁଁ ତୁମ ପୁଅ କହୁଛି... ଏକାଠି ହୋଇଯାଅ

ମା’... ଭୁଲ୍‌ କଲା କିଏ... ଆଉ କିଏ ପାଉଛି ଶାସ୍ତି... ଜନ୍ମ ଦେଲୁ ହେଲେ ବାପାଙ୍କୁ ଦୂରେଇ ଦେଲୁ... ବାପା ବି ମୋ ଦାୟିତ୍ବ ନେବାକୁ ରାଜି... ହେଲେ ଆମେ ଏକାଠି ରହିବା ପାଇ ରାଜି ନୁହନ୍ତି... ମୁଁ ନୂଆ ନୂଆ ଆଖି ଖୋଲିଛି, ନା କଥା କହି ଶିଖିଛି, ନା ଖାଇବା ଶିଖିଛି... ମୁଁ ଜାଣିବା ପୂର୍ବରୁ ତମେ ମାନେ ଏମିତି ଝଗଡା କରୁଛ...ମୋତେ କିଏ ଆଉ ଚାଲିବା ଶିଖାଇବ କିଏ ମୋତ ବୁଲେଇ ନେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ