Advertisment

SpecialStory: ପାଦରେ ଅଳତା ଅଛି, ମଥାରୁ ଲିଭିଗଲା ସିନ୍ଦୂର

ଏଇତ ଆରମ୍ଭ ହୋଇଥିଲା ସାଂସାରିକ ଜୀବନ। କେତେ କ’ଣ ସ୍ୱପ୍ନ ଦେଖିଥିଲେ। ସାତ ଜନମରେ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ନୂଆ ସଂସାର ଆରମ୍ଭ କରିବା ପୂର୍ବରୁ ସତେ ଯେମିତି ଲାଗିଗଲା କାହାର ନଜର। ସବୁକିଛି ଧୂଳିସାତ ହୋଇଗଲା। ଏବେ ସ୍ୱପ୍ନର ମଣିଷକୁ ଝୁରିହୋଇ ମୁଣ୍ଡପିଟି କାନ୍ଦୁଛି ନବ ବିବାହିତା ପତ୍ନୀ।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ