Advertisment

ଆମ ଯାତ୍ରାକୁ ଖାଇବାକୁ ବସିଛି ପୀୟୁଷ

ପ୍ରଥମେ ସିଂହବାହିନି ତା’ପରେ ସୂର୍ଯ୍ୟ ମନ୍ଦିର। ଆଉ ଏବେ କଳାକାରଙ୍କ ମଧ୍ୟରେ ପିୟୁଷଙ୍କୁ ନେଇ ବଢ଼ିଲାଣି ଅସନ୍ତୋଷ। ସାଥୀ କଳାକାର ନମିତା ଭୂୟାଁ ଘେରିଛନ୍ତି ପୀୟୁଷଙ୍କୁ। କହିଛନ୍ତି, ସେ ଭାଇରାଲ କଳାକାର ନୁହେଁ ଭାଇରସ। ଆମ ଯାତ୍ରାକୁ ଖାଇବାକୁ ଆସିଛି। ପିୟୁଷଙ୍କ ବିରୋଧରେ ଏଭଳି କିଛି ବିଷୋଦଗାର କରିଛନ୍ତି ନମିତା।

Jatra Artist
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ