Pratap Sarangi
Advertisment
ସକାଳୁ ସକାଳୁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଅଚାନକ ପହଞ୍ଚିଗଲେ ଫକୀର ମୋହନ ମେଡ଼ିକାଲ କଲେଜରେ। ନନାଙ୍କୁ ଦେଖି ରୋଗୀ ଭୋ ଭୋ ହୋଇ କାନ୍ଦିଲେ। ଦୀର୍ଘ ଦିନ ଧରି ମେଡ଼ିକାଲରେ ବିଭିନ୍ନ ସମସ୍ୟାକୁ ନେଇ ଅନେକ ଅଭିଯୋଗ ଆସୁଥିବାରୁ ନନା ହଠାତ୍ ପହଞ୍ଚିଗଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us