ACcident
Advertisment
କଥାରେ ଅଛି, ରଖେ ହରି ତ ମାଏରେ କିଏ, ମାରେ ହରି ତ ରଖେ କିଏ । ଏ ହେଉଛି ସେମିତି ଏକ ଉଦାହରଣ । ସରିଯାଇଛି ସବୁକିଛି । ହେଲେ ଯାଣିପାରୁନି ଏ କୁନି ପୁଅ । ଆଖି ସାମ୍ନାରେ ସଡ଼କ ଦୁର୍ଘଟଣାରେ ବାପା-ମା’ ସବୁଦିନ ପାଇଁ ଶୋଇଯାଇଛନ୍ତି । ଆଉ ଆଳ୍ପକେ ବର୍ତ୍ତି ଯାଇଛି ଏ ନିଷ୍ପାପ ପୁଅଟି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us