Law Minister Bans Sale of Non‑Vegetarian Food and Liquor Bars Within 2 km of Shrimandir in Puri
Advertisment
'ବଡ଼ ଦାଣ୍ଡରେ ବିକ୍ରି ହେବନି ମଦ ଓ ଆମିଷ । ଶ୍ରୀମନ୍ଦିରର ଦୁଇ କିଲୋମିଟର ପରିଧି ଭିତରେ ରହିବନି ମଦ ଦୋକନ କି ବାର । ପୁରୀକୁ କରାଯିବ ପିଲିଗ୍ରିମ୍ ସିଟି । ବଡ଼ଦାଣ୍ଡ ସବୁ ଘରର ୟୁନିଫର୍ମ ହାଇଟ ରହିବ । ବଡ଼ ଦାଣ୍ଡ ଆଡ଼କୁ ମୁଁହ କରିଥିବା ଘର ଗୁଡିକ ର ରୂପରେଖ ବଦଳାଯିବ । ଏନେଇ ପ୍ରାଥମିକ କାର୍ଯ୍ୟ ଆରମ୍ଭ ହୋଇଛି।'- ପୃଥ୍ୱୀରାଜ ହରିଚନ୍ଦନ, ଆଇନ ଓ ଅବକାରୀ ମନ୍ତ୍ରୀ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us