Jungle
Advertisment
ରାଜ୍ୟରୁ ବୁଡ଼ିଗଲାଣି ବାରାସିଂଘା ଓ ଅରଣା ମଇଁଷି ବଂଶ। ହଜିବାକୁ ବସିଲେଣି ଶାଗୁଣା, ବଣି, ବରକୁଦିଆ ଚମ୍ପେଇ ନେଉଳ। ଏମିତିକି ଇଣ୍ଟରନ୍ୟାସନାଲ ୟୁନିଅନ୍ ଫର୍ କଂଜରଭେସନ ଅଫ୍ ନେଚରର ରେଡ୍ ଲିଷ୍ଟ କହୁଛି, ଆଗକୁ ସାରା ବିଶ୍ୱରୁ ଲୋପ ପାଇଯିବ ୪୬ ହଜାରରୁ ଅଧିକ ପ୍ରଜାତି। ଆଜି ବିଶ୍ୱ ବନ୍ୟପ୍ରାଣୀ ଦିବସରେ ଜୀବଜନ୍ତୁଙ୍କ ସଂରକ୍ଷଣ ପାଇଁ ଓକିଲାତି କରିଛନ୍ତି ବିଶେଷଜ୍ଞ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us