ପାୱାର କରିଡରରେ ସୁଜାତା ଚର୍ଚ୍ଚା
Advertisment
ଛୁଟି ଆଗ୍ରହ୍ୟ ପରେ ଚାକିରିରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ । ଅର୍ଥ ବିଭାଗରେ ସ୍ୱତନ୍ତ୍ର ସଚିବ ଭାବେ କଲେ ଜଏନ୍ । ସୁଜାତା ଯୋଗ ଦେବା ପରେ ନଭେମ୍ବର ୨୭କୁ ନେଇ ବଢିଲା ଚର୍ଚ୍ଚ। । କାହିଁକି ନା ଠିକ୍ ବର୍ଷେ ତଳେ ଏହି ୨୭ ତାରିଖରେ ହିଁ ଚାକିରି ଛାଡ଼ି ରାଜନୀତିରେ ଯୋଗ ଦେଇଥିଲେ ସ୍ୱାମୀ ଭି.କେ. ପାଣ୍ଡିଆନ । ଅନ୍ୟପଟେ ସୁଜାତା ଚାକିରିରେ ଯୋଗ ଦେବା ପରେ ସରକାର ତାଙ୍କୁ ଏବେ କେଉଁ ପଦବିରେ ଅବସ୍ଥାପିତ କରୁଛନ୍ତି ତାକୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us