Last updated: 09 July 2024, 11:18 PM IST
ହାଟ ବଜାରକୁ ଗଲେ ଏକ ପ୍ରକାର କାନ୍ଦୁଛନ୍ତି ଗ୍ରାହକ। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଦର ଆହୁରି ମାସେରୁ ଅଧିକ ସମୟ ଏଭଳି ରହିବ ବୋଲି ବ୍ୟବସାୟୀ ଆକଳନ କରୁଛନ୍ତି