Advertisment
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ନୂଆପଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି l ଘର ଭିତରରେ ଆଣ୍ଠୁଏ ପାଣି l ଲୋକେ ରନ୍ଧାବଢ଼ା ମଧ୍ୟ କରି ପାରି ନାହାଁନ୍ତି l ଘରେ ଥିବା ସବୁ ସାମଗ୍ରୀ ପାଣିରେ ବୁଡ଼ି ଯାଇଛି l