jajpur
Advertisment
୭ ବର୍ଷର ନାତିକୁ ଝୁରି ଝୁରି ଜେଜେ ମା ବିକଳ ହେଉଛି। ମୋ ନାତିକୁ କେଉଁଠି ବିକିଛ କୁହ। ମୋ ଘର କୂଳଦୀପକ କେଉଁଠି ଅଛି ମୋତେ ଆଣିକି ଦିଅ। ମୋ ବଂଶ ବୁଡିଯିବ। ମୋ ପୁଅ ସହ ଗଣ୍ଡଗୋଲ କରି ନାତିକୁ ଧରି ବୋହୂ ୩ ବର୍ଷ ହେଲାଣି ଘର ଛାଡି ତା ବାପା ଘରେ ରହୁଥିଲା। ଏମିତି କି ଅଭାବ ଦେଖାଦେଲା ଯେ ନାତିକୁ ୨୦ ହଜାର ଟଙ୍କାରେ ବିକିଦେଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us