Advertisment

ପୋଲିସ ହେଲା ମଧ୍ୟସ୍ତି, ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ

ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ ।

Advertisment

ପ୍ରତାରିତ ପ୍ରେମିକ ଧରାପଡ଼ିଲା । ପୋଲିସ ହେଲା ମଧ୍ୟସ୍ତି । ବନ୍ଧାଗଲା ବିବାହ ବେଦୀ । ପ୍ରେମିକ ସହ ପଡ଼ିଲା ପ୍ରେମିକାର ହାତଗଣ୍ଠି । ସର୍ବସମ୍ମୁଖରେ ପ୍ରେମିକା ମଥାରେ ସିନ୍ଦୂର ଦେଲା ଧୋକାବାଜ ପ୍ରେମିକ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଉରକେଲାର ଲାଠିକଟା ଥାନା ଅଞ୍ଚଳରେ । ପ୍ରେମିକାର ଅଭିଯୋଗ ପରେ ପୋଲିସ ପ୍ରେମିକକୁ ଥାନାରେ ଅଟକ ରଖି ବୁଝାସୁଝା କରି ବିବାହ କରାଇଛି । ଗାଁ ଲୋକ, ସରପଞ୍ଚ, ଉଭୟଙ୍କ ପରିବାର ଓ ପୋଲିସ ସହଯୋଗରେ ହାତରୁ ଦୁଇ ହାତ ହୋଇଛନ୍ତି ପ୍ରେମୀ ଯୁଗଳ l

Advertisment
Odisha Police Rourkela
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ