Advertisment

Ghoda Hada Dam Nears Capacity: ପୂରିଲାଣି ଡ୍ୟାମ, ବର୍ଷା ନଛାଡ଼ିଲେ..

ଲଘୁଚାପ ବର୍ଷାକୁ ଆଖିରେ ରଖି ଆଗୁଆ ସତର୍କ ସୂଚନା ଜାରି କଲା ଦିଗପହଣ୍ଡି ଘୋଡ଼ାହାଡ ଜଳ ସେଚନ ବିଭାଜନ। ଘୋଡ଼ାହାଡି ଡ୍ୟାମର ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ବର୍ତ୍ତମାନ ଡ୍ୟାମରେ ରହିଛି ୧୧୫.୫୨ ମିଟର ପାଣି। ଡ୍ୟାମର ପ୍ରାୟ ୭୫ ପ୍ରତିଶତ ପାଣି ଭରି ରହିଛି।

Advertisment

ଲଘୁଚାପ ବର୍ଷାକୁ ଆଖିରେ ରଖି ଆଗୁଆ ସତର୍କ ସୂଚନା ଜାରି କଲା ଦିଗପହଣ୍ଡି ଘୋଡ଼ାହାଡ ଜଳ ସେଚନ ବିଭାଜନ। ଘୋଡ଼ାହାଡି ଡ୍ୟାମର ଜଳ ଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ବର୍ତ୍ତମାନ ଡ୍ୟାମରେ ରହିଛି ୧୧୫.୫୨ ମିଟର ପାଣି। ଡ୍ୟାମର ପ୍ରାୟ ୭୫ ପ୍ରତିଶତ ପାଣି ଭରି ରହିଛି। ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗି ରହିଥିବାରୁ ଆଗୁଆ ସତର୍କ ସୂଚନା ଜାରି କରିବା ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଘୋଡ଼ାହାଡି ଡ୍ୟାମ ତଳିଆ ଅଞ୍ଚଳ ଓ ନଦୀ ତଟବର୍ତ୍ତୀ ଅଞ୍ଚଳ ଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ