Advertisment

ଶିକାରୀର ଶିକାର ଫରେଷ୍ଟଗାର୍ଡ!

ଜଣେ ଦକ୍ଷ, ନିର୍ଭିକ ଆଉ କର୍ତ୍ତବ୍ୟନିଷ୍ଠ ଥିଲେ ସେ। ରାତି-ଦିନ ଜଙ୍ଗଲର ଜାଗ୍ରତ ପ୍ରହରି ସାଜିଥିଲେ। କି ଖରା, କି ବର୍ଷା ସର୍ବଦା ଦାୟିତ୍ୱକୁ ପ୍ରତିପାଦନ କରୁଥିଲେ। ଆଉ ସେଇଥିପାଇଁ ରାଜ୍ୟ ସରକାର ଜଣେ ଦକ୍ଷ ଅଫିସର ଭାବେ ତାଙ୍କୁ ସମ୍ମାନିତ କରିଥିଲେ।

Advertisment

ଜଣେ ଦକ୍ଷ, ନିର୍ଭିକ ଆଉ କର୍ତ୍ତବ୍ୟନିଷ୍ଠ ଥିଲେ ସେ। ରାତି-ଦିନ ଜଙ୍ଗଲର ଜାଗ୍ରତ ପ୍ରହରି ସାଜିଥିଲେ। କି ଖରା, କି ବର୍ଷା ସର୍ବଦା ଦାୟିତ୍ୱକୁ ପ୍ରତିପାଦନ କରୁଥିଲେ। ଆଉ ସେଇଥିପାଇଁ ରାଜ୍ୟ ସରକାର ଜଣେ ଦକ୍ଷ ଅଫିସର ଭାବେ ତାଙ୍କୁ ସମ୍ମାନିତ କରିଥିଲେ। ହେଲେ ଆଜି ସେହି ସମ୍ମାନର ଛାତିରେ ଗୁଳି ଫୁଟାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି ଶିକାରୀ।

Advertisment
Dhenkanal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ