ଅଦ୍ୟତନ ହୋଇଛି
Special Story: Son Returns After 37 Years: Family Stunned, Village Celebrates with Grand Feast
Advertisment
ଦୀର୍ଘ ୩୭ ବର୍ଷ ପରେ ପରିବାର ଲୋକଙ୍କ ପାଖକୁ ଫେରିଛି ପୁଅ। ଯାହାକୁ ସେମାନେ ମରିଯାଇଛି ବୋଲି ଭାବି ଶୁଦ୍ଧି ହୋଇଯାଇଥିଲେ, ସେ ଆଜି ଗାଁକୁ ଫେରିଛି। ସେଥିପାଇଁ ସାରା ଗାଁରେ ବିରାଟ ଶୋଭାଯାତ୍ରା, ଭୋଜି ଭାତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us