Ex-MP Pradeep Majhi Ostracized from Community for Inter-Caste Marriage
Advertisment
ନିଜ ଜାତିରୁ ବାସନ୍ଦ ହେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଅନ୍ୟ ଜାତିରେ ବିବାହ କରିବାରୁ ପ୍ରଦୀପଙ୍କୁ ଜାତିରୁ ସାମାଜିକ ବାସନ୍ଦ କରାଯାଇଛି। ୧୨ ବର୍ଷ ପାଇଁ ପ୍ରଦୀପ ନିଜ ଜାତିରୁ ବାସନ୍ଦ ହୋଇଛନ୍ତି। ଧାମନାଗୁଡାରେ ବସିଥିବା ଆଦିବାସୀ ଭାତରା ସମାଜର କେନ୍ଦ୍ରୀୟ କମିଟି ଏନେଇ ନିଷ୍ପତ୍ତି ନେଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us