""
ଓଡିଶା Videos ସରିଥିଲା ସୁଦ୍ଧକ୍ରିୟା ଫେରିଲେ କାନ୍ତି ଫେରିଛନ୍ତି କାନ୍ତି... ହସୁଛି ପରିବାର... ପୂରା ଖୁସି ଗାଁ । ଦୀର୍ଘ ୧୪ ବର୍ଷ ହେବ ଯାହାଙ୍କ ଖୋଜଖବର ମିଳୁନଥିଲା । ସେ ଆଜି ନିଜ ଘରକୁ ଫେରିଛନ୍ତି । ସେଇଥିପାଇଁ ଏମାନଙ୍କ ଏ ହସ ହସ ମୁହଁ । ଆଉ ଫେରି ଆସିଛି ଏମାନଙ୍କ ଖୁସିର ଦୁନିଆ । 12 Nov 2024 10:02 ISTPallipuspa Samal Follow UsYoung Woman Reunite with FamiliesAdvertisment Read More Special Story