puri
Advertisment
ଯେବେ ମହାପ୍ରଭୁ ସ୍ୱୟଂ ନିଜେ ଆସନ୍ତି, ସେତେବେଳେ ଘର ପାଲଟିଯାଏ ଶ୍ରୀମନ୍ଦିର । ଘଣ୍ଟ ଘଣ୍ଟାର ଶବ୍ଦରେ ଚତୁର୍ଦିଗ କମ୍ପେ । ସମସ୍ତଙ୍କ କଣ୍ଠରେ ଥାଏ ଜୟ ଜଗନ୍ନାଥ । ମହାପ୍ରଭୁଙ୍କ କୃପା ଯେବେ ଟିକିଏ ମିଳିଯାଏ ବୋଧ ହୁଏ ଏମିତି ବହିଯାଏ ଖୁସିର ବନ୍ୟା ।