Advertisment

#ଶ୍ରୀମନ୍ଦିର ନା ଖେଳଘର ?

ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌ ! ସରକାର ସାଜିଛନ୍ତି ନିରବଦ୍ରଷ୍ଟା ! ବାରମ୍ବାର ଉଡୁଛି ଡ୍ରୋନ୍‌ । ସବୁ ସାଜିଛନ୍ତି ଦେଖଣାହାରୀ । ଅନେକ ଥର ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିସାରିଥିଲେ ମଧ୍ୟ ପ୍ରଶାସନ କି ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି କି ଦୋଷୀଙ୍କ ବିରୋଧରେ ନେଇନାହାନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ ।

Advertisment

ଶ୍ରୀମନ୍ଦିର ପ୍ରଶାସନ ଚୁପ୍‌ ! ସରକାର ସାଜିଛନ୍ତି ନିରବଦ୍ରଷ୍ଟା ! ବାରମ୍ବାର ଉଡୁଛି ଡ୍ରୋନ୍‌ । ସବୁ ସାଜିଛନ୍ତି ଦେଖଣାହାରୀ । ଅନେକ ଥର ପୂର୍ବରୁ ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡିସାରିଥିଲେ ମଧ୍ୟ ପ୍ରଶାସନ କି ସରକାର କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରିନାହାନ୍ତି କି ଦୋଷୀଙ୍କ ବିରୋଧରେ ନେଇନାହାନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ତେଣୁ ଶ୍ରୀନ୍ଦିର ଉପରେ ନା ଡ୍ରୋନ୍‌ ଉଡିବା ଥମୁଛି ନା ରହୁଛି କାହାର ଭୟ ।

Advertisment
Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ