CM
Advertisment
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଜଗବନ୍ଧୁ ପଣ୍ଡା ନାମକ ଜଣେ ଅସ୍ଥାୟୀ କର୍ମଚାରୀ ତାର ଦୁଃଖ ଶୁଣାଇବାକୁ ଆସି ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀଙ୍କ ପାଖରେ। ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଅଭିଯୋଗ ଦେବା ସମୟରେ କହିଥିଲେ ଆଉ ମୁ ମୋ କଷ୍ଟ ସମ୍ଭାଳିପାରୁନି। ମୋତେ ରେଗୁଲାର କରିଦିଅ। ନହେଲେ ମୁଁ ଆତ୍ମହତ୍ୟା କରିଦେବି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us