Advertisment

ସାବଧାନ ! ବଡ଼ଦାଣ୍ଡରେ ବଡ଼ ଠକ

Devotees Cheated in Khaja Sales Near Sreemandir Jagannath Temple

ଅଦ୍ୟତନ ହୋଇଛି
Advertisment

ଶ୍ରୀକ୍ଷେତ୍ରରେ ସବୁ ମନମାନି ? ହୁଗୁଳା ପ୍ରଶାସନ କଟକଣା ? ଦର୍ଶନ ବ୍ୟବସ୍ଥା ଓ ମହାପ୍ରସାଦ ପରେ ଏବେ ବଢ଼ିଲାଣି ଖଜା ଚିନ୍ତା । ଶ୍ରୀମନ୍ଦିରକୁ ଜଗା ଦର୍ଶନ କରିବା ପରେ ସବୁ ଭକ୍ତଙ୍କ ଗୋଟିଏ ଇଚ୍ଛା ଥାଏ, ତା’ ହେଲା ବଡ଼ଦାଣ୍ଡର ଖଜା । ହେଲେ ଭକ୍ତର ଖଜାକୁ ପୂର୍ବରୁ ହରମଚାଲ୍‌ କରୁଛନ୍ତି ପୁରୀର ଖଜା ବ୍ୟବସାୟୀ । ଖଜା ବେପାର ନାଁରେ କରୁଛି ଭକ୍ତଙ୍କୁ ଶୋଷଣ ।

Advertisment
Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ