Keonjhar
Advertisment
ଡାକିଲେ ମା’ ସେ ଓ କରେ । ଦୁଃଖ ନେଇ ସେ ସୁଖ ଦିଏ । ସେଥିପାଇଁ ବୋଧହୁଏ ଭକ୍ତଟିଏ ତାକୁ ଦୁଃଖ ହାରିଣୀ କହେ । ମୁଣ୍ଡ ଉପରେ ଡହ ଡହ ଖରା । ରାସ୍ତା ବି ତାତି ଗରମ ତାୱା ପରି ହୋଇଛି । ଯେଉଁଠି ଚାଲିବା ଅସମ୍ଭବ ସେଠି ଏ ଭକ୍ତ ଦଣ୍ଡ ପ୍ରଣାମ କରୁଛି ଆଗକୁ ବଢ଼ି ଚାଲିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us